Advertisment

କେନାଲ ପାଣିରେ ଫିଙ୍ଗିଦେଲେ ଅର୍ପଣ ଚାଉଳ !

କେତେ ପରିମାଣର ଚାଉଳ ନଷ୍ଟ କରାଗଲା ?

author-image
Manoj Swain

କେନାଲରେ ଫିଙ୍ଗା ଚାଲିଛି ବସ୍ତା ବସ୍ତା ଚାଉଳ। ଦିନ ଦିପହରେ ବେଧଡକ ଚାଲିଛି ଚାଉଳ ଫୋପଡା। ବସ୍ତା ଚିରି ପାଣିରେ ଚାଉଳ ବୁହାଉଛନ୍ତି କିଛି ଶ୍ରମିକ। ଟ୍ରକରୁ ଗୋଟିଏ ପରେ ଗୋଟିଏ ବସ୍ତା ଓହ୍ଲାଯାଉଛି, ପରେ ତାକୁ କେନାଲରେ ଫୋପଡାଯାଉଛି । ତେବେ ଏ ଚାଉଳ କେଉଁଠୁ ଆସିଲା ? ପାଣିରେ ଫୋପାଡିବାକୁ କିଏ କହିଲା ? କେତେ ପରିମାଣର ଚାଉଳ ନଷ୍ଟ କରାଗଲା ?

Advertisment
Odisha Puri Shreemandir