6 ମାସ ପୂର୍ବରୁ କାହିଁକି ଆଇପିଏସ ଚାକିରି ଛାଡ଼ିଲେ ବି. ରାଧିକା । ଓଡ଼ିଶା କ୍ୟାଡରର ପ୍ରଥମ ମହିଳା ଆଇପିଏସ ବି.ରାଧିକା । କାର୍ଯ୍ୟକାରୀ ଡିଜିପି ନିୁଯୁକ୍ତି ପରଦିନ ଦେଇଥିଲେ ଭିଆରଏସ୍ । ହେଲେ 6 ମାସରୁ ଅଧିକ ସମୟ ଚାକିରି ଥାଇ କାହିଁକି ସେ ହଠାତ୍ ଚାକିରି ଛାଡ଼ିଦେଲେ ? ଦେଖନ୍ତୁ ପୂରା ରିପୋର୍ଟ।