ଧର୍ମଶାଳାର ବିଭିନ୍ନ ଖଣିରେ ଚଢାଉ

ବଡ଼ କଥା ହେଲା, ଧର୍ମଶାଳା ଅଞ୍ଚଳରେ ବେଆଇନ ଖଣି ନୂଆ କଥା ନୁହେଁ। ପୂର୍ବରୁ ବି ତଦନ୍ତ ହୋଇଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। କାହିଁକି ନା ନିଜେ ଖଣି ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ନ୍ୟାୟଳୟ ଯାଇଛନ୍ତି ପୂର୍ବ ସରକାର।

 mines PhotoOR

ଧର୍ମଶାଳା ଅଞ୍ଚଳର ଖଣି

Biswajit Samal
  • Published: Thursday, 18 July 2024
  • Updated: 18 July 2024, 09:16 PM IST

Sports

Latest News

ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଆଜି ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍। ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ (GFX IN) କେତୋଟି ବେଆଇନ ଖଣି ଚାଲିଛି, ଲିଜ୍‌ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରବେଶ ମଞ୍ଜୁରୀ ଅଛି କି ନାହିଁ, ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀ ମାନେ। ଏପରିକି ନିଜେ ଅଭିଯୋଗକାରୀ ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ ଅଧିକାରୀ ମାନଙ୍କୁ ବୁଲି ବୁଲି ବିବାଦୀୟ ଖଣି ସବୁ ଦେଖାଇଥିଲେ।

ଜୁନ୍ ୨୮ ତାରିଖରେ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଧର୍ମଶାଳା ଅଞ୍ଚଳରେ ଏକାଧିକ ବେଆଇନ ଖଣି ଚାଲିଥିବା କଥା ଉଲ୍ଲେଖ କରିଥିଲେ ବିଧାୟକ। ତାଙ୍କ ଅଭିଯୋଗ ପରେ ଖଣି ନିର୍ଦ୍ଦେଶକ ଏକ କମିଟି ଗଠନ କରିଥିଲେ। ଏହି ଟିମ୍ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ଖଣି ଖାଦାନରେ ଚଢାଉ କରି ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ତଦନ୍ତ ହେବ ବୋଲି କହିଛନ୍ତି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ।

Also Read

ବଡ଼ କଥା ହେଲା, ଧର୍ମଶାଳା ଅଞ୍ଚଳରେ ବେଆଇନ ଖଣି ନୂଆ କଥା ନୁହେଁ। ପୂର୍ବରୁ ବି ତଦନ୍ତ ହୋଇଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। କାହିଁକି ନା ନିଜେ ଖଣି ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ନ୍ୟାୟଳୟ ଯାଇଛନ୍ତି ପୂର୍ବ ସରକାର। ୨୦୧୬ ମସିହାରେ ଡଙ୍କାରୀ ଖଣି ଦୁର୍ନୀତି ଅଭିଯୋଗରେ ଖଣି ମାଲିକ ଶ୍ରୀବତ୍ସ ଜେନାଙ୍କ ଉପରେ ୫୮ କୋଟି ଟଙ୍କାର ଫାଇନ ଲଗାଇଥିଲେ ଜିଲ୍ଲାପାଳ। ହେଲେ ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। କିନ୍ତୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଏନଜିଟି ଦ୍ୱାରସ୍ଥ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏନଜିଟି।

୨୦୧୮ ଅକ୍ଟୋବର ୧୫ରେ ଡଙ୍କାରୀରେ ତଦନ୍ତ ଆରମ୍ଭ କରିଥିଲା କମିଟି। ଆଉ ତଦନ୍ତ ପରେ ରାଜ୍ୟ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ ଏନଜିଟି। କିନ୍ତୁ ସୁପ୍ରିମକୋର୍ଟ ଯାଇ ଏହା ଉପରେ ରହିତା ଦେଶ ଆଣିଥିଲେ ତତ୍କାଳୀନ ସରକାର। ଗତ ଜୁଲାଇ ମାସରେ ରହିତାଦେଶ ଉଠିବା ପରେ ଏନଜିଟିରେ ମାମଲା ଚାଲିଛି। କିନ୍ତୁ ବଡ଼ କଥା ହେଲା ଡଙ୍କାରୀ ଖଣି ମାଲିକଙ୍କ ଉପରେ ଜିଲ୍ଲାପାଳ ଲଗାଇଥିବା ଜରିମାନା କାହିଁକି ଆଦାୟ କଲେନି ସରକାର ? ଯାହାକୁ ନେଇ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ ତତ୍କାଳୀନ ସରକାର ଓ ପ୍ରଶାସନର ପ୍ରୋତ୍ସାହନରେ ବର୍ଷ ବର୍ଷ ଧରି ଧର୍ମଶାଳାରେ ଚାଲୁଥିଲା ଖଣି ମାଫିଆଙ୍କ ରାଜ୍।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ବେଳେ ଚଣ୍ଡିଖୋଲର ଡଙ୍କାରୀ ଠାରେ ୬ ହଜାର ୫୦୦ କୋଟି ବ୍ୟୟରେ ଏକ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ୨୦୧୭ ମସିହାରେ କେନ୍ଦ୍ର ବଜେଟ୍ ରେ ଏଥିପାଇଁ ବ୍ୟୟବରାଦ ହେବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଚର୍ଚ୍ଚା ହୁଏ ଖଣି ମାଫିଆଙ୍କ ଲବିରେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏଯାଏଁ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story