ଓଡ଼ିଶାକୁ ବଢ଼ି ଚାଲିଛି ରେଳ ଅନୁଦାନ। ୨୦୨୩-୨୪ରେ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ଲାଗି ୧୦ ହଜାର ୧୨ କୋଟି ଟଙ୍କା ମିଳିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ବଜେଟ୍ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
Also Read
ରେଳମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନୂଆ ରେଳ ଟ୍ରାକ୍ ବିଛାଇବା ପାଇଁ ଆଗାମୀ ଦିନରେ ୫୨ ହଜାର ୧୮୯ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଏହାଛଡ଼ା ରାଜ୍ୟର ୫୮ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକାଶ କରାଯିବ। ଏହାଛଡ଼ା ରେଳ ନିରାପତ୍ତା ସୁନିଶ୍ଚିତ କରିବାକୁ ଅଧିକରୁ ଅଧିକ ଟ୍ରେନରେ କବଚ ଜ୍ଞାନକୌଶଳ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରେଳମନ୍ତ୍ରୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ, ମିଳିବ ନୂଆ ଅନୁଭୂତି
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦଘାଟନ କରିବେ।
Miscellaneous
ମନ୍ତ୍ରୀଙ୍କ ପାଇଁ ହାତଖୋଲା, କର୍ମଚାରୀଙ୍କୁ ମନା: ଆଉ ମିଳିବନି ପ୍ରଶିକ୍ଷଣ ଭତ୍ତା
ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।
Miscellaneous
ସମ୍ବଲପୁରରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣା, ଗୁରୁତର ଆହତଙ୍କ ମୃତ୍ୟୁପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା
ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।
Miscellaneous
ଜଳଭଣ୍ଡାରରୁ ପାଣି ଲିକ୍, ରବି ଫସଲ ପାଇଁ ଚିନ୍ତାରେ ଚାଷୀ
ପଦ୍ମ ଘୁଞ୍ଚିବା ଭଳି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ବିଗତ ବିଜେଡି ସରକାର। ତେବେ ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ।
Miscellaneous
ଅଦିନିଆ ବନ୍ୟା! ରାତି ଗୋଟାଏରେ ଘରେ ପଶିଲା ପାଣି
ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଛା ଯାଇଛି ପାଇପ୍। ତେବେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଯୋଡା ପୌରାଞ୍ଚଳ ୧୦ ନମ୍ୱର ୱାର୍ଡ଼ ହନୁମାନ ହଟିଂ ଦେଇ ଯାଇଥିବା ପାନୀୟ ଜଳ ପାଇପ୍ ଫାଟି ଯାଇଥିଲା।