ସରକାରୀ ମେଡିକାଲରେ ଖୋଲିଲା କି ସୁଇମିଂପୁଲ୍ ?

ମେଡିକାଲରେ ଆବଶ୍ୟକୀୟ ବେଡ୍ ନଥିବାରୁ, ଆଡମିଶନ ହୋଇଥିବା ରୋଗୀ ମେଡିସିନ ୱାର୍ଡର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି।

Manoj Swain
  • Published: Sunday, 01 October 2023
  • Updated: 01 October 2023, 06:29 PM IST

Sports

Latest News

ବର୍ଷା ହେବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ବିଲ୍ଡିଂ ଭିତରେ ଲହଡି ମାରିଥିଲା ବର୍ଷାଜଳ। ପାଣି ନିଷ୍କାସନ ହେବା ପାଇଁ ଛାତରେ କୌଣସି ବ୍ୟବସ୍ଥା ନଥିବାରୁ ଓ ବିଲ୍ଡିଂ ଡିଜାଇନରେ ତ୍ରୁଟି ଥିବାରୁ ଏପରି ଅବସ୍ଥା ଭୋଗୁଛନ୍ତି ରୋଗୀ । ମେଡିକାଲରେ ଆବଶ୍ୟକୀୟ ବେଡ୍ ନଥିବାରୁ, ଆଡମିଶନ ହୋଇଥିବା ରୋଗୀ ମେଡିସିନ ୱାର୍ଡର ବାରଣ୍ଡାରେ ଚିକିତ୍ସିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos