ରାଜେଶ ପ୍ରଭାକର ହେଲେ ସମବାୟ ସଚିବ: ସୁରେଶ ଦଳେଇଙ୍କୁ ବିଡିଏରେ ଥଇଥାନ, ଦେବାଶୀଷ ସ୍ୱତନ୍ତ୍ର ସଚିବ

ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ଆଜି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି । ସେ ଦାୟିତ୍ୱ ନେବା ସହ ସମବାୟ ସଚିବ ଦାୟିତ୍ୱରୁ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ହଟାଇ ଦିଆଯାଇଛି ।

Rajesh Prabhakar

ରାଜେଶ ପ୍ରଭାକର ପାଟିଲ(ଫାଇଲ ଫଟୋ)

Ordigital Desk
  • Published: Thursday, 01 February 2024
  • Updated: 01 February 2024, 09:27 PM IST

Sports

Latest News

ଆନ୍ତଃରାଜ୍ୟ ଡେପୁଟେସନରୁ ଫେରିବା ପରେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଏହାସହିତ ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ଦଳେଇ ଇଡକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସରପରେ ଥଇଥାନ କରାଯାଇଛି । ସେହିପରି ଦେବାଶୀଷ ସିଂଙ୍କ ସମେତ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ।

ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ଆଜି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି । ସେ ଦାୟିତ୍ୱ ନେବା ସହ ସମବାୟ ସଚିବ ଦାୟିତ୍ୱରୁ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ହଟାଇ ଦିଆଯାଇଛି । ସେହିପରି ଗତକାଲି ସରକାରୀ ଚାକିରିରୁ ଅବସର ନେଇଥିବା ସୁରେଶ ଚନ୍ଦ୍ର ଦଳେଇଙ୍କୁ  ଇଡକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ସେ ଆଜିଠୁ ଏକବର୍ଷ ପାଇଁ ଏହି ପଦବୀରେ ରହିବେ । ଶ୍ରୀ ଦଳେଇ ୨୦୦୫ ବ୍ୟାଚ୍ ପଦୋନ୍ନତିପ୍ରାପ୍ତ ଆଇଏଏସ୍ ଓ ତାଙ୍କୁ ସରକାର ଇଡକୋରେ ଥଇଥାନ କରିଛନ୍ତି ।

Also Read

ସେହିପରି ବରିଷ୍ଠ ଓଏଏସ୍ ମଧୁସ୍ମିତା ରଥ, ଦେବାଶୀଷ ସିଂ ଓ ମହେଶ କୁମାର ଚୌଧୁରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଶ୍ରୀମତୀ ରଥ ଏବେ ଓକାକ୍ ଜେନେରାଲ ମ୍ୟାନେଜର, ଶ୍ରୀ ସିଂ ହାଉସିଂ ନିର୍ଦ୍ଦେଶକ ଏବଂ ଶ୍ରୀ ଚୌଧୁରୀ ଏବେ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ସବୁ ପ୍ରଶାସନିକ ନିଷ୍ପତ୍ତି ସହ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ ହୋଇଛି ।  ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ପୁରୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ରମେଶ ଚନ୍ଦ୍ର ଜେନାଙ୍କୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଲଳିତ ସୋରେଙ୍ଗଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story