Advertisment

ମରୁଭୂମିରେ ବନ୍ୟା !

ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ହେଲେ ଏହା କିଭଳି ସମ୍ଭବ ହେଲା ?

author-image
Manoj Swain

ମରୁଭୂମିରେ ବନ୍ୟା। ଏକଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ହେଲେ ଏହା କିଭଳି ସମ୍ଭବ ହେଲା ? କେବେ ବର୍ଷା ଅସରାଏ ଦେଖିନଥିବା ଏ ଶୁଷ୍କ ଅଞ୍ଚଳରେ କେଉଁଠୁ ଆସିଲା ଏତେ ପାଣି ? ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Flood Situation Sahara Desert