ଭାରତ ହରାଇଲା ରତନ | Odisha Reporter
ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ବ୍ୟବସାୟ ସହ ସମାଜର ହିତ କିଭଳି କରାଯାଇପାରେ ସେ ଭଲ କି ବୁଝିଥିଲେ। ନିଜ କଂପାନିର ସିଏସ୍ଆର ଫଣ୍ଡକୁ ସମାଜର ଉନ୍ନତି ଓ ପରିବେଶ ସୁରକ୍ଷା ପାଇଁ ବିନିଯୋଗ କରୁଥିଲେ। ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍’କୁ ଏବଂ ‘କୋରସ୍’କୁ ଟାଟା ଷ୍ଟିଲ୍ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍ ‘ନାନୋ’ ଆଣିଥିଲେ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
