Advertisment

ନକଲି ଚାବିର ତଦନ୍ତ ହେବ: ଆଇନମନ୍ତ୍ରୀ

କୁଆଡ଼େ ଗଲା ଭିତର ରତ୍ନଭଣ୍ଡାର ଚାବି ? ଡୁପ୍ଲିକେଟ ଚାବି କଥା କାହିଁକି ଉଠିଥିଲା ?

author-image
Manoj Swain

ରତ୍ନଭଣ୍ଡାର ଚାବିକୁ ନେଇ କିଏ ଖେଳୁଥିଲା ? କାହିଁକି ଖୋଲିବାକୁ ପଛଘୁଞ୍ଚା ଦେଉଥିଲେ ତତ୍କାଳୀନ ବିଜେଡି ସରକାର ? ଏପରିକି ଚାବି ନମିଳିବା, ଡୁପ୍ଲିକେଟ ଚାବି କଥା କାହିଁକି ଉଠିଥିଲା ? କାହିଁକି ଏକଥା କୁହାଯାଇଥିଲା, କିଏ କୁହାଇଥିଲା, ଆଗାମୀ ଦିନରେ ତା ଉପରେ ନିଶ୍ଚିତ ତର୍ଜମା ହେବ ବୋଲି ଆଇନମନ୍ତ୍ରୀ କହିବା ପରେ ବିଜେଡିର ପିଳେହି ପାଣି। ସରକାରଙ୍କ ପ୍ରାଥମିକତା ରତ୍ନଭଣ୍ଡାର ଖୋଲିବା ନେଇ ଥିଲା। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Puri Shreemandir Ratna Bhandar