ମିଛ କହିଥିଲା BJD, ପ୍ରମାଣ କରି ସତ ଧରାଇବ BJP || Ratna Bhandar Key || Puri Srimandir || Odisha Reporter
Advertisment
ରତ୍ନଭଣ୍ଡାର ଚାବିକୁ ନେଇ କିଏ ଖେଳୁଥିଲା ? କାହିଁକି ଖୋଲିବାକୁ ପଛଘୁଞ୍ଚା ଦେଉଥିଲେ ତତ୍କାଳୀନ ବିଜେଡି ସରକାର ? ଏପରିକି ଚାବି ନମିଳିବା, ଡୁପ୍ଲିକେଟ ଚାବି କଥା କାହିଁକି ଉଠିଥିଲା ? କାହିଁକି ଏକଥା କୁହାଯାଇଥିଲା, କିଏ କୁହାଇଥିଲା, ଆଗାମୀ ଦିନରେ ତା ଉପରେ ନିଶ୍ଚିତ ତର୍ଜମା ହେବ ବୋଲି ଆଇନମନ୍ତ୍ରୀ କହିବା ପରେ ବିଜେଡିର ପିଳେହି ପାଣି। ସରକାରଙ୍କ ପ୍ରାଥମିକତା ରତ୍ନଭଣ୍ଡାର ଖୋଲିବା ନେଇ ଥିଲା। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us