Advertisment

ରତ୍ନଭଣ୍ଡାରରେ କଣ ଅଛି ?

ମହାପ୍ରଭୁଙ୍କର କେତେ ଅଳଙ୍କାର ରହିଛି ରତ୍ନଭଣ୍ଡାରରେ ?

Advertisment

ରତ୍ନଭଣ୍ଡାରକୁ ନେଇ ଘରେ ଘରେ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ବାସ୍ତବରେ କଣ ରହିଛି ? ପୁର୍ବରୁ ଯେଉଁ ଖୋଲା ଯାଇଥିଲା ସେତେବେଳେ କଣ କଣ ଥିଲା। ପ୍ରଥମେ ୧୮୦୫ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରିଥିଲେ। ସେହି ସମୟରେ ଠାକୁରଙ୍କର ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ratha Yatra Puri Shreemandir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe