Advertisment

ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ବାଟ ?

ଭିତରେ ଗୁପ୍ତ ସୁଡଙ୍ଗ ଥିବା ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟ।

Advertisment

ରହସ୍ୟମୟ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭିତରେ ଅଛି କି ଗୁପ୍ତ ସୁଡଙ୍ଗ ? ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ବାଟ ? ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରକୁ ନେଇ ଯେତିକି ରହସ୍ୟ, ତାଠାରୁ ଅଧିକ ରହସ୍ୟମୟ ସ୍ୱୟଂ ସେହି ରତ୍ନଭଣ୍ଡାର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe