Advertisment

ରେଭେନ୍ସାଙ୍କ ଅବଦାନ ଥିଲା ମାତ୍ର ୧୫ଟଙ୍କା !

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନକୁ ନେଇ ଚାଲିଥିବା ବିତର୍କ ପୁଣି ତାଜା ହୋଇଛି। ଖୋଦ କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଏନେଇ ବୟାନ ରଖିବା ସହ ଏକ ବଡ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି।

author-image
Manoj Swain

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନକୁ ନେଇ ଚାଲିଥିବା ବିତର୍କ ପୁଣି ତାଜା ହୋଇଛି। ଖୋଦ କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଏନେଇ ପୁଣି ବୟାନ ରଖିବା ସହ ଏକ ବଡ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି। ଭର୍ତ୍ତୃହରିଙ୍କ କହିବାର କଥା, ହିନ୍ଦୁ ଗର୍ଲସ ସ୍କୁଲ କିପରି ରେଭେନ୍ସା ସ୍କୁଲ ହେଲା ତାହା ସମସ୍ତଙ୍କୁ ଜଣା। ସ୍କୁଲର ମୂଳଦୁଆ ପଡିଲା ସମୟରେ ମାତ୍ର ୧୫ ଟଙ୍କା କମ ପଡିଥିଲା। ଆଉ ଏହି ଗ୍ରାଣ୍ଟ ପାଇବା ପାଇଁ ରେଭେନ୍ସା ନାଁରେ ସ୍କଲ ହୋଇଥିଲା। ସ୍କୁଲ ଚଳାଇବାକୁ ଆଉ ୧୫ ଟଙ୍କା ଆବଶ୍ୟକ ହେଉଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Cuttack Ravenshaw University Odisha