Advertisment

ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି

ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି।

Advertisment

ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି। ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଛାତ୍ରସଂଘ ଏବଂ ବହୁ ପ୍ରାକ୍ତନ ଛାତ୍ର। । ଗତକାଲି ରେଭେନ୍ସା ପରିସରରେ ପୂର୍ବତନ ଛାତ୍ର ସଭାପତି ଏବଂ ବହୁ ଛାତ୍ର ନେତା ଏକାଠି ହୋଇ ଦସ୍ତଖତ ଅଭିଯାନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ଦସ୍ତଖତ ଅଭିଯାନ କରି ପ୍ରତିବାଦ ଜଣାଇଥିଲେ ।

Advertisment
Odisha Dharmendra Pradhan Ravenshaw University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe