କାହିଁକି କଟକ କଲେଜର ନାମ ହେଲା ରେଭେନ୍ସା ?

ତେଜିଲା ରେଭେନ୍ସା ରାଜନୀତି । ଶୁଣନ୍ତୁ ଏନେଇ କଣ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରଧ୍ୟାପକ ନଟବର ଶତପଥୀ।

Manoj Swain
  • Published: Tuesday, 03 September 2024
  • Updated: 03 September 2024, 03:33 PM IST

Sports

Latest News

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିରେ ଅନେକ ଅସହମତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ଅନେକ ବ୍ୟକ୍ତି ନାଁ ପରିବର୍ତ୍ତନ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି । ଏହାରି ଭିତରେ ରେଭେନ୍ସାଙ୍କ ସମ୍ପୂର୍ଣ୍ଣ ଇତିହାସ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ନଟବର ଶତପଥୀ । ଶୁଣନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ କାହିଁକି ରେଭେନ୍ସାଙ୍କ ନାଁରେ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos