କାହିଁକି କଟକ କଲେଜର ନାମ ହେଲା ରେଭେନ୍ସା ?

  • Published: Tuesday, 03 September 2024
  • , Updated: 03 September 2024, 03:33 PM IST

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିରେ ଅନେକ ଅସହମତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ଅନେକ ବ୍ୟକ୍ତି ନାଁ ପରିବର୍ତ୍ତନ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି । ଏହାରି ଭିତରେ ରେଭେନ୍ସାଙ୍କ ସମ୍ପୂର୍ଣ୍ଣ ଇତିହାସ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ନଟବର ଶତପଥୀ । ଶୁଣନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ କାହିଁକି ରେଭେନ୍ସାଙ୍କ ନାଁରେ ହୋଇଥିଲା ।

Related story