ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବାହାରିଲେ ସାଂସଦ ଭର୍ତ୍ତୃହରି ମହତାବ । ସମର୍ଥନ କରି ସାହିତ୍ୟିକ ହରପ୍ରସାଦ ଦେଲେ ପ୍ରସ୍ତାବ । କହିଲେ- ରେଭେନ୍ସା ବଦଳରେ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେଉ ବିଶ୍ୱବିଦ୍ୟାଳୟ ।