ଶ୍ରୀମନ୍ଦିରରେ ନୀତି ବିଳମ୍ବ; ଦ୍ୱିତୀୟ ଭୋଗମଣ୍ଡପରୁ ବାହାରିଲା ଗତକାଲିର ମହାପ୍ରସାଦ

ସୁଆର ଓ ମହାସୁଆରଙ୍କ ଜିଦ୍ ଯୋଗୁଁ ଭୋଗମଣ୍ଡପରୁ ଉଠିନଥିଲା ମହାପ୍ରସାଦ।

puri PhotoOR

ପୁରୀ

Tapaswini Nayak
  • Published: Monday, 05 February 2024
  • Updated: 05 February 2024, 01:04 PM IST

Sports

Latest News

ଶ୍ରୀମନ୍ଦିରରେ ନୀତିରେ ବିଳମ୍ବ ହୋଇଛି। ଶ୍ରୀମନ୍ଦିର ୨ୟ ଭୋଗମଣ୍ଡପରୁ ବାହାରିଥିଲା ଗତକାଲିର ମହାପ୍ରସାଦ। ୨ୟ ଭୋଗମଣ୍ଡପରେ ପଡ଼ି ରହିଥିବା ମହାପ୍ରସାଦ ଓ ଭୋଗ ଆଜି ବାହାରିଲା। କିଛି ସମୟ ମଧ୍ୟରେ ରୋଷ ହୋମ ପୂଜା ସରିଥିବା ସୂଚନା ରହିଛି। 

ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ ମହାସ୍ନାନ ହୋଇଥିଲା। ତେବେ ବଡ ମହାସ୍ନାନ ପରେ ନୀତିକାନ୍ତି ହୋଇଥିଲା।  କିନ୍ତୁ ଦ୍ୱିତୀୟ ଭୋଗମଣ୍ଡପ ହେବା ବିଳମ୍ବ ହୋଇଥିଲା। ଏହାକୁ ନେଇ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁଆର ଓ ମହାସୁଆରଙ୍କ ଜିଦ୍ ଯୋଗୁଁ ଭୋଗମଣ୍ଡପରୁ ଉଠିନଥିଲା ମହାପ୍ରସାଦ। କାଲି ସନ୍ଧ୍ୟା ଆଳତି ପରଠୁ ବିବାଦ ଦେଖାଦେବାରୁ ବାହାରିନଥିଲା ମହାପ୍ରସାଦ।

Also Read

ଏତେ ଡେରି ହେଲାଣି ମହାପ୍ରସାଦ ନେଇ କ’ଣ କରିବୁ? ବରାଦି ଅଭଡା କାହାକୁ ଦେବୁ ବୋଲି ସୁଆର ଓ ମହାସୁଆର ସେବକ ମାନେ କହିଥିଲେ। ଫଳରେ ଭୋଗମଣ୍ଡପରେ ମହାପ୍ରସାଦ ରହିଥିଲା। ଆଜି ସକାଳେ ତାହା ବାହାରିଥିଲା।

ସୁଆର ଓ ମହାସୁଆର ସେବକ କହିଛନ୍ତି, ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ଶ୍ରୀମନ୍ଦିର ପ୍ରଶାସନ  କୌଣସି ହସ୍ତକ୍ଷେପ କରି ନଥିଲା। କେଉଁ ସେବକ ଯୋଗୁ ନୀତିରେ ବିଳମ୍ବ ହେଲା, ତାଙ୍କ ଉପରେ କିଛି ପଦକ୍ଷେପ ନିଆଯାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story