Advertisment

ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଅଟକି ରହିଛି ଯାନବାହନ

ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତା ଉପରେ ବଡ଼ ବଡ଼ ଖଣ୍ଡ ପଥର ପଡ଼ି ରହିଛି ।

Road Block

Road Block

Advertisment

ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ। କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଓ ପଥର ଧସିଛି।

Advertisment

ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତା ଉପରେ ବଡ଼ ବଡ଼ ଖଣ୍ଡ ପଥର ପଡ଼ି ରହିଛି । ଏଥିଯୋଗୁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ମାଟି ଅତଡ଼ା ହଟାଇବା କାମ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ରାସ୍ତା ସଫା କରାଯାଇ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ କରାଯିବ ବୋଲି ଅଧିକାରୀ କହିଛନ୍ତି।

Advertisment
Disaster Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe