Advertisment

୨୯ ଜଣ ଓଏଏସଙ୍କ ବଦଳି: ଆଇନ ମନ୍ତ୍ରୀଙ୍କ ଓଏସଡି ହେଲେ ରୋଶନ ଶତପଥୀ

ମହିଳା ଓ ଶିଶୁବିକାଶ ବିଭାଗର ଅନୁସଚିତ ଜନ୍ମେଜୟ ସାହୁଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ଓଏସଡି ଭାବେ ବଦଳି ହୋଇଛି।

author-image
Ordigital Desk
Lokaseva Bhavan

Lokaseva Bhavan

ରାଜ୍ୟ ସରକାର ଆଜି ୨୯ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଓଏଏସ୍ ରୋଶନ ଶତପଥୀଙ୍କୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଓଏସଡି ଭାବେ ବଦଳି କରାଯାଇଛି ।

Advertisment

ମହିଳା ଓ ଶିଶୁବିକାଶ ବିଭାଗର ଅନୁସଚିତ ଜନ୍ମେଜୟ ସାହୁଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଅନ୍ୟ ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ବଦଳି ହୋଇଛି ।

ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ।

Advertisment
Bjp