୪୪.୫୬ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପ୍ରତିବର୍ଷ ଅକ୍ଷୟତୃତୀୟ ଓ ନୂଆଁଖାଇରେ ଦୁଇଥର ‘କାଳିଆ’ ଯୋଜନାରେ ସହାୟତା ରାଶି ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରାଯାଇଥାଏ ।

Kalia

Representative image

Ordigital Desk
  • Published: Wednesday, 20 September 2023
  • Updated: 20 September 2023, 10:30 PM IST

Sports

Latest News

ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଆଜି ନୂଆଁଖାଇରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୪୪.୫୬ଲକ୍ଷ ଚାଷୀଙ୍କୁ ମୋଟ ୯୦୦କୋଟି ଟଙ୍କାର କାଳିଆ ସହାୟତା ଆଜି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପ୍ରତିବର୍ଷ ଅକ୍ଷୟତୃତୀୟ ଓ ନୂଆଁଖାଇରେ ଦୁଇଥର ‘କାଳିଆ’ ଯୋଜନାରେ ସହାୟତା ରାଶି ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରାଯାଇଥାଏ । ଆଜି ନୂଆଁଖାଇରେ ୬୮,୭୫୦ଟି ଭୂମିହୀନ ଚାଷୀ ପରିବାର ଓ ୪୩.୮୮ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଆକାଉଣ୍ଟାକୁ ‘କାଳିଆ’ ସହାୟତା ପ୍ରଦାନ କରାଯାଇଛି । ମୋଟ ୪୩.୮୮ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଦିଆଯାଇଛି ।  ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ମୋଟ ୧୨୫୦୦କୋଟି ଟଙ୍କାର ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

Also Read

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ ବଂଚୁ ଓ ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ ଚାହୁଁଛନ୍ତି ।

ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story