ସଂକୀର୍ତ୍ତନରେ କଂପିଲା ରାଜଧାନୀ | Odisha Reporter
ଗିନି ଝାଞ୍ଜରେ କଂପିଲା ରାଜଧାନୀ । ଗିନି, ଝାଞ୍ଜ ଓ ମୃଦଙ୍ଗ ଧ୍ୱନୀରେ କଂପିଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ଲୋୟର ପିଏମ୍ଜିରେ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ । ୫ ଦଫା ଦାବିରେ ୧୫ ହଜାର ସଂକୀର୍ତ୍ତନ କଳାକାର ଆନ୍ଦୋଳନରେ ସାମିଲ । ରାସ୍ତା ଉପରେ ଗିନି, ଝାଞ୍ଜ, ମୃଦଙ୍ଗ ଓ ଝୁମୁକା ବଜାଇ ଦାବି ଉପସ୍ଥାପନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
