ଗିନି ଝାଞ୍ଜରେ କଂପିଲା ରାଜଧାନୀ, ସଂକୀର୍ତ୍ତନ କଳାକାରଙ୍କ ହଲ୍ଲାବୋଲ୍

  • Published: Wednesday, 15 November 2023
  • , Updated: 15 November 2023, 01:51 PM IST

ଗିନି ଝାଞ୍ଜରେ କଂପିଲା ରାଜଧାନୀ । ଗିନି, ଝାଞ୍ଜ ଓ ମୃଦଙ୍ଗ ଧ୍ୱନୀରେ କଂପିଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ । ୫ ଦଫା ଦାବିରେ ୧୫ ହଜାର ସଂକୀର୍ତ୍ତନ କଳାକାର ଆନ୍ଦୋଳନରେ ସାମିଲ । ରାସ୍ତା ଉପରେ ଗିନି, ଝାଞ୍ଜ, ମୃଦଙ୍ଗ ଓ ଝୁମୁକା ବଜାଇ ଦାବି ଉପସ୍ଥାପନ ।

Related story