Advertisment

ଇଲେକ୍ଟୋରାଲ ବଣ୍ଡ ମାମଲା; SBIକୁ ସୁପ୍ରିମକୋର୍ଟଙ୍କ ଝଟକା

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏଭଳି କିଛି ପ୍ରଶ୍ନ କରି ତା'ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

Advertisment

୨୬ ଦିନ କ'ଣ କଲ? ଆମେ ଆପଣଙ୍କୁ ତଥ୍ୟ ଦାଖଲ କରିବାକୁ କହିଥିଲୁ। ତଥ୍ୟ ମିଳାଇବା ପାଇଁ କୁହାଯାଇନଥିଲା। ଆପଣ ନିର୍ଦ୍ଦେଶର ପାଳନ କରନ୍ତୁ। ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରନ୍ତୁ।' ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏଭଳି କିଛି ପ୍ରଶ୍ନ କରି ତା'ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା।

Advertisment
SBI Electoral Bond
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe