ନାଗେଶ୍ବର-ମାରିକ ଲଢ଼େଇ !

ପାତ୍ରପଡ଼ାର 6 ଏକର ସରକାରୀ ଜମିକୁ ହାତେଇବାରେ 4 ଆଇପିଏସଙ୍କ ବ୍ୟତୀତ ଆଉ କିଛି ଆଇଏଏସ୍ ଅଛନ୍ତି ବୋଲି ଏବେ ସୁରାକ ମିଳିଲାଣି।

Manoj Swain
  • Published: Friday, 28 June 2024
  • Updated: 28 June 2024, 12:23 PM IST

ପାତ୍ରପଡ଼ାର 6 ଏକର ସରକାରୀ ଜମିକୁ ହାତେଇବାରେ 4 ଆଇପିଏସଙ୍କ ବ୍ୟତୀତ ଆଉ କିଛି ଆଇଏଏସ୍ ଅଛନ୍ତି ବୋଲି ଏବେ ସୁରାକ ମିଳିଲାଣି । ଏ ସଂପର୍କରେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂବର୍ତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ବର ରାଓ। ଆଇପିଏସ ଅଫିସରମାନେ ପାତ୍ରପଡ଼ା ଭଳି ଜାଗାରେ ଜମି କିଣିବା ପୂର୍ବରୁ ଏହା ବାଧା ବା ଏନକ୍ରୋଚମେଣ୍ଟ ମୁକ୍ତ ବୋଲି କିଭଳି ତନଖି ନକରି ଏହାକୁ ଶାଗମାଛ ଦରରେ କିଣିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos