Advertisment

ନାଗେଶ୍ବର-ମାରିକ ଲଢ଼େଇ !

ପାତ୍ରପଡ଼ାର 6 ଏକର ସରକାରୀ ଜମିକୁ ହାତେଇବାରେ 4 ଆଇପିଏସଙ୍କ ବ୍ୟତୀତ ଆଉ କିଛି ଆଇଏଏସ୍ ଅଛନ୍ତି ବୋଲି ଏବେ ସୁରାକ ମିଳିଲାଣି।

Advertisment

ପାତ୍ରପଡ଼ାର 6 ଏକର ସରକାରୀ ଜମିକୁ ହାତେଇବାରେ 4 ଆଇପିଏସଙ୍କ ବ୍ୟତୀତ ଆଉ କିଛି ଆଇଏଏସ୍ ଅଛନ୍ତି ବୋଲି ଏବେ ସୁରାକ ମିଳିଲାଣି । ଏ ସଂପର୍କରେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂବର୍ତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ବର ରାଓ। ଆଇପିଏସ ଅଫିସରମାନେ ପାତ୍ରପଡ଼ା ଭଳି ଜାଗାରେ ଜମି କିଣିବା ପୂର୍ବରୁ ଏହା ବାଧା ବା ଏନକ୍ରୋଚମେଣ୍ଟ ମୁକ୍ତ ବୋଲି କିଭଳି ତନଖି ନକରି ଏହାକୁ ଶାଗମାଛ ଦରରେ କିଣିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Ips Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe