ଅଦ୍ୟତନ ହୋଇଛି
khordha
Advertisment
କୁକୁର ଧରି ବୁଲୁଥିଲା କଟା ପାପୁଲି। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଜଣାଇଥିଲେ। ଘଟଣାଟି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ।
Advertisment
ଆଜି ସକାଳେ ମାନପୁର ଗ୍ରାମରେ ଏକ କଟା ପାପୁଲିକୁ କୁକୁର ଧରି ବୁଲୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ କଟା ପାପୁଲିକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଛି।
ତେବେ କଟା ପାପୁଲିଟି କାହାର ତାହା ଜଣା ପଡିନାହିଁ। ମାନପୁର ଗ୍ରାମ ନିକଟରେ ରେଳ ଧାରଣା ଯାଇଥିବାରୁ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/khordha_1703486695.jpg)