ମା’ମାନେ ରାଗରେ ସବୁ ଫିଙ୍ଗିଦେଲେ ! | Odisha Reporter
ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ପିଲା ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ରଛାତ୍ରୀ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ବଞ୍ଚାନିଧି ସ୍କୁଲ୍ ଆଗରେ ଘଟିଛି ଏଭଳି କାଣ୍ଡ। ସେପଟେ ଅଣ୍ଡା ଓ କଟା ହୋଇଥିବା ଆଳୁ ସହ ଭାତ ମଧ୍ୟ ଫିଙ୍ଗିଦେଲେ ଏସଏଚଜି ମହିଳା। ଦେଖନ୍ତୁ ଦୃଶ୍ୟ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
