Advertisment

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଫିଙ୍ଗିଦେଲେ

ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ପିଲା ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ରଛାତ୍ରୀ ।

Advertisment

ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ପିଲା ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ରଛାତ୍ରୀ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ବଞ୍ଚାନିଧି ସ୍କୁଲ୍ ଆଗରେ ଘଟିଛି ଏଭଳି କାଣ୍ଡ। ସେପଟେ ଅଣ୍ଡା ଓ କଟା ହୋଇଥିବା ଆଳୁ ସହ ଭାତ ମଧ୍ୟ ଫିଙ୍ଗିଦେଲେ ଏସଏଚଜି ମହିଳା। ଦେଖନ୍ତୁ ଦୃଶ୍ୟ...  

Advertisment
Odisha Balasore Mid Day Meal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe