ସିକ୍କିମରେ ଫସିଛି ପୁଅ, ଅଧୈର୍ଯ୍ୟ ହେଉଛି ମା’ | Odisha Reporter
Advertisment
ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନୁଗୁଳର ୩ ଯୁବକ । ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କଲେ ପରିବାର । ପୁଅକୁ ଫେରି ପାଇବା ପାଇଁ ଠାକୁରଙ୍କ ପାଖରେ ମୁଣ୍ଡ ପିଟୁଛି ଜନ୍ମ କଲା ମାଆ। କେମିତି ବା ତ ନିଜ କୋହକୁ ସମ୍ଭାଳିବେ। ଅନ୍ୟପଟେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ଭଉଣୀର ଲୁହ ଆଜି ଶୁଖୁନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us