ଆଖି ସାମ୍ନାରେ ଭାସୁଥିଲା କୁଢ଼ କୁଢ଼ ଶବ | Odia Girl Who Survived Sikkim Flash Flood Narrates The Incident
Advertisment
ମୋ’ ଆଖି ଆଗରେ ଭାସୁଥିଲା କୁଢ କୁଢ ଶବ... ସେ ଦୃଶ୍ୟ ଥିଲା ଛାତି ଥରା, ଦାରୁଣ। ସେ ଦୃଶ୍ୟ ଜୀବନରେ କେବେ ଭୁଲି ପାରିବିନି। ମୃତ୍ୟୁ ମୁହଁରୁ ଫେରିବା ପରେ ଏମିତି କହିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ୍ର ନଫିଶା ଜାହାନ୍। ଆଉ ବର୍ଣ୍ଣନା କରିଛନ୍ତି, ସେ ରାତିର କୋହଭରା ଚିତ୍ର। ଘରେ ପହଞ୍ଚିବା ପରେ ଆଜି ସେ କହିଛନ୍ତି, ମୋ ସାଙ୍ଗର ଫୋନ୍ କଲ୍ ମୋତେ ବଞ୍ଚାଇଦେଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us