ଗୀତ ଗାଇ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କୁନି କୁନି ପିଲା । ଗୀତ ମାଧ୍ୟମରେ ଶିକ୍ଷକଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବଙ୍କୁ କଲେ ଅନୁରୋଧ ।