‘ଶୁଣ ବିଜୁ ପୁଅ ନବୀନ, ନିଦା ବିଷ୍ଣୁ ପାଣ୍ଡବ’

କୁନିକୁନି ଛାତ୍ରୀ ଦୁଇଜଣ ଉଣାଅଧିକେ ବୁଝିସାରିଲେଣି ଯେ, ଏ ସରକାର ଆମ ଗୁରୁଙ୍କ କଥା ଶୁଣିନାହାନ୍ତି।

Manoj Swain
  • Published: Thursday, 14 September 2023
  • Updated: 14 September 2023, 11:12 AM IST

Sports

Latest News

ଏପଟେ ବର୍ଷା-ଖରାରେ ଦିନରାତି ଏକ କରି ରାଜ ରାସ୍ତାରେ ହକ ଲଢ଼େଇ ଜାରି ରଖିଛନ୍ତି ଶିକ୍ଷକ ସମାଜ । କିନ୍ତୁ ସେପଟେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି। କୁନିକୁନି ଛାତ୍ରୀ ଦୁଇଜଣ ଉଣାଅଧିକେ ବୁଝିସାରିଲେଣି ଯେ, ଏ ସରକାର ଆମ ଗୁରୁଙ୍କ କଥା ଶୁଣିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos