Advertisment

ରତ୍ନଭଣ୍ଡାରରେ ଲାଗିବ କି ସ୍ମାର୍ଟ ଭୋଲଟ୍‌?

ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ କାର୍ଯ୍ୟକାରୀ ଉପ-ସଭାପତି ପୁଷ୍କର ଗୋଖଲେ କହିଛନ୍ତି, ପ୍ରସ୍ତାବିତ ରତ୍ନଭଣ୍ଡାର ଭୋଲ୍‌ଟ ଚାବିରେ ଖୋଲିବା ସହ ବାୟୋମେଟ୍ରିକ ଅର୍ଥାତ୍ ଫିଙ୍ଗର ଲକରେ ମଧ୍ୟ ଖୋଲିପାରିବ।

ଅଦ୍ୟତନ ହୋଇଛି
Puri

Puri

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଧିକ ସୁରକ୍ଷିତ ହେବ କି? ରତ୍ନଭଣ୍ଡାରରେ ଲାଗିବ କି ସ୍ମାର୍ଟ ଭୋଲ୍‌ଟ୍‌? କାରଣ ରତ୍ନଭଣ୍ଡାରକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସ୍ମାର୍ଟ ଭୋଲ୍‌ଟ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଦେଶର ଅଗ୍ରଣୀ ସିକ୍ୟୁରିଟି ସଲ୍ୟୁସନ୍‌ କମ୍ପାନୀ ଗୋଦରେଜ୍।

Advertisment

ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ କାର୍ଯ୍ୟକାରୀ ଉପ-ସଭାପତି ପୁଷ୍କର ଗୋଖଲେ କହିଛନ୍ତି, ପ୍ରସ୍ତାବିତ ରତ୍ନଭଣ୍ଡାର ଭୋଲ୍‌ଟ ଚାବିରେ ଖୋଲିବା ସହ ବାୟୋମେଟ୍ରିକ ଅର୍ଥାତ୍ ଫିଙ୍ଗର ଲକରେ ମଧ୍ୟ ଖୋଲିପାରିବ। ଏମିତିକି ଏହି ଭୋଲ୍‌ଟରେ ଡୁଆଲ କଣ୍ଟ୍ରୋଲ, ଡିଜିଟାଲ ପ୍ୟାଡ ସହ ଟାଇମ୍ ଲକ୍ ଭଳି ବୈଶିଷ୍ଟ୍ୟକୁ ଖଞ୍ଜା ଯାଇପାରିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରସ୍ତାବିତ ଭୋଲ୍‌ଟରେ କେଉଁ ସବୁ ବୈଶିଷ୍ଟ୍ୟ ରହିବ, ସେ ନେଇ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଗୋଖଲେ କହିଛନ୍ତି।

Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe