Advertisment

ଅନ୍ଧ ବିଶ୍ୱାସର କରୁଣ ପରିଣତି: ମୃତଦେହକୁ ୩ ଦିନ ରଖି କରାଯାଉଥିଲା ଝଡ଼ାଫୁଙ୍କା

ଶବରୁ ଦୁର୍ଗନ୍ଧ ଆସିଲାଣି ତଥାପି ଚାଲିଛି ଝଡ଼ାଫୁଙ୍କା।

author-image
Manoj Swain
ଅଦ୍ୟତନ ହୋଇଛି

ତିନିଦିନ ହେଲା ପଡିଛି ଶବ, ତଥାପି ଚାଲିଛି ପୂଜାପାଠ। ସାପ କାମୁଡିବା ପରେ 3 ଦିନ ହେଲାଣି ଝାଡ଼ୁଛି ଗୁଣିଆ। ଶବରୁ ଦୁର୍ଗନ୍ଧ ଆସିଲାଣି ତଥାପି ଚାଲିଛି ଝଡ଼ାଫୁଙ୍କା। ନେଲେନି ଡାକ୍ତରଖାନା, ଗୁଣି ଗାରେଡ଼ି ଯୋଗୁଁ ଗଲା ଜୀବନ । ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Mayurbhanj