ଭରତପୁର ଘଟଣାକୁ ନେଇ ରାଜ୍ୟଠୁ ଦେଶ ସବୁଠି ଚର୍ଚ୍ଚା। ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ମେଜରଙ୍କ ବାନ୍ଧବୀ। ତେବେ ଘଟଣାକୁ ନେଇ କଣ କହିଛନ୍ତି ଶୁଣନ୍ତୁ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି।