କେମିତି ବଞ୍ଚିବେ ଝିଅ, କହିବ କିଏ ? | Social Awareness | Girl Safety Social Experiment | Odisha Reporter
Advertisment
ସମାଜରେ ମହିଳା ବା ନାରୀଟିଏ କେମିତି ବଞ୍ଚିବେ, କେମିତି ଚଳିବେ, କଣ ପୋଷାକ ପିନ୍ଧିବେ, କଣ ଖାଇବେ, ଏ ସବୁ ଜିନିଷକୁ ସ୍ଥିର କରିବ କିଏ ? ମହିଳା ନିଜେ ସ୍ଥିର କରିବେ ନା ସମାଜ ସ୍ଥିର କରିବ । ଏ ନେଇ କଣ କହୁଛନ୍ତି ଛାତ୍ରଛାତ୍ରୀ ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us