Advertisment

ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଗାଡ଼ିକୁ ଅଟକାଇଦେଲେ

ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବା ଅଭିଯୋଗରେ କଟକ ମଙ୍ଗୁଳିଛକ ଠାରେ ତାତିଲେ ବିଭିନ୍ନ ସାମାଜିକ ସଂଗଠନ।

Advertisment

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁ ନାହିଁ ଆଳୁ ଗାଡ଼ି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବା ଅଭିଯୋଗରେ କଟକ ମଙ୍ଗୁଳିଛକ ଠାରେ ତାତିଲେ ବିଭିନ୍ନ ସାମାଜିକ ସଂଗଠନ। ଏହି ପ୍ରତିବାଦରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଲେ।

Advertisment
Potato Cuttack West Bengal Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe