ଅଶ୍ଲୀଳତା ଗାଲରେ ଶକ୍ତ ଚାପୁଡ଼ା | Odisha Reporter
ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ତୁଳସୀ ଗଣନାଟ୍ୟ କରିଛି ଭିନ୍ନ ପ୍ରୟାସ। ରାମାୟଣର କାହାଣୀ ଆଧାରରେ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି ଏହାର କଳାକାରମାନେ, ଯାହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଯେଉଁମାନେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ନ କଲେ ଲୋକ ଆସିବେ ନାହିଁ ବୋଲି ଯୁକ୍ତି ବାଢ଼ୁଛନ୍ତି ବା ଏହାରି ସପକ୍ଷରେ କହୁଛନ୍ତି, ସେମାନଙ୍କ ଗାଲରେ ଏହା ଶକ୍ତ ଚାପୁଡ଼ା ସଦୃଶ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
