Advertisment

ଯାତ୍ରାରେ ଭିନ୍ନ ପ୍ରୟାସ ଲୋକଙ୍କୁ କଲା ଆକୃଷ୍ଟ

ଯେଉଁମାନେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ନ କଲେ ଲୋକ ଆସିବେ ନାହିଁ ବୋଲି ଯୁକ୍ତି ବାଢ଼ୁଛନ୍ତି, ସେମାନଙ୍କ ଗାଲରେ ଏହା ଶକ୍ତ ଚାପୁଡ଼ା ସଦୃଶ ହୋଇଛି।

ଅଦ୍ୟତନ ହୋଇଛି
Advertisment

ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ତୁଳସୀ ଗଣନାଟ୍ୟ କରିଛି ଭିନ୍ନ ପ୍ରୟାସ। ରାମାୟଣର କାହାଣୀ ଆଧାରରେ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି ଏହାର କଳାକାରମାନେ, ଯାହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଯେଉଁମାନେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ନ କଲେ ଲୋକ ଆସିବେ ନାହିଁ ବୋଲି ଯୁକ୍ତି ବାଢ଼ୁଛନ୍ତି ବା ଏହାରି ସପକ୍ଷରେ କହୁଛନ୍ତି, ସେମାନଙ୍କ ଗାଲରେ ଏହା ଶକ୍ତ ଚାପୁଡ଼ା ସଦୃଶ ହୋଇଛି।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe