ରାତି ହେଲେ ଏ ଗାଁକୁ ଯିବାକୁ ଭୟ ଲାଗୁଛି। ପାହାଡ଼ର ନିର୍ଜନତାରେ ଶୁଭୁଛି ବିକଟାଳ ଶବ୍ଦ। ସୂର୍ଯ୍ୟ ଲୁଚିଲେ ପୂରା ଗାଁ, ଖାଁ ଖାଁ ହୋଇ ପଡୁଥିବା ବେଳେ ଏଠି ମଣିଷ ରହୁଛନ୍ତି ନା ବଣ ମଣିଷ? ଦେଖନ୍ତୁ ଏହି ରିପୋର୍ଟ।