ରାଜ୍ୟରେ ଆଉ ୨୧୬ଟି ନୂଆ ବୁଥ୍: ଯୁବ ଭୋଟରଙ୍କ ପଞ୍ଜିକରଣ ପାଇଁ ୪ଦିନ ଚାଲିବ ସ୍ୱତନ୍ତ୍ର ଅଭିଯାନ

୨୦୨୪ ଜାନୁୟାରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁ ରହିଛି ।

Vote For The Country

Vote For The Country

Ordigital Desk
  • Published: Wednesday, 25 October 2023
  • Updated: 25 October 2023, 10:24 PM IST

Sports

Latest News

ରାଜ୍ୟରେ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବାରୁ ୨୧୬ଟି ନୂଆ ବୁଥ ଖୋଲିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ଯୁବ ଭୋଟରଙ୍କ ପଞ୍ଜିକରଣ ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି । ୧୮-୧୯ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରଙ୍କ ପଞ୍ଜିକରଣ ପାଇଁ ୪ଦିନ ସ୍ୱତନ୍ତ୍ର ଅଭିଯାନ ଚାଲିବ । ରାଜ୍ୟର ପ୍ରତ୍ୟେକ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ଯୁବ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଇବେ । ନଭେମ୍ବର ମାସ ୫,୧୧,୧୯ ଓ ୨୫ତାରିଖ ଦିନ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ରାଜ୍ୟରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି ନିର୍ବାଚନ କମିଶନ । ଆଜି ଏକ ସର୍ବଦଳୀୟ ବୈଠକରେ ଶ୍ରୀ ଧଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୨୪ ଜାନୁୟାରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁ ରହିଛି । ଆସନ୍ତା ୨୭ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତାବର୍ଷ ଜାନୁୟାରୀ ୫ତାରିଖ ଦିନ ପ୍ରକାଶ ପାଇବ । ଚିଟା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଜିଲ୍ଲାସ୍ତରରେ ସବୁ ରାଜନୀତିକ ଦଳମାନେ ଏହି ଚିଠା ଭୋଟର ତାଲିକାର ଏକକିତା ଲେଖାଏଁ ନକଲି କପି ପାଇପାରିବେ । ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ ଚଳିତମାସ ୨୭ରୁ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଭୋଟରମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଡିସେମ୍ବର ୨୬ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ।

Also Read

ସେହିପରି ନୂଆ ଭୋଟର ପଞ୍ଜିକରଣ ପାଇଁ ସମସ୍ତ ଯୋଗ୍ୟ ଭୋଟରଙ୍କ ନିମନ୍ତେ ନଭେମ୍ବର ୫,୧୧,୧୯ ଓ ୨୫ତାରିଖ ୪ଦିନ ଧରି ପ୍ରତ୍ୟେକ ବୁ୍‌ଥସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବୁଥସ୍ତରୀୟ ଅଧିକାରୀମାନେ ସେଦିନ ସେଠାରେ ଉପସ୍ଥିତ ରହି ଏହି ଭୋଟର ତାଲିକା ନାମ ସଂଯୋଗ କରିବେ । ରାଜ୍ୟରେ ଭୋଟର ସଂଖ୍ୟା ବୃଦ୍ଧି ଯୋଗୁ ପ୍ରତ୍ୟେକ ବୁଥରେ ୧୫୦୦ଭୋଟରଙ୍କୁ ରଖାଯିବାର ବ୍ୟବସ୍ଥ୍ଥା ହୋଇଛି । ଆଉ ୨୧୬ଟି ନୂଆ ବୁଥ୍ ସୃଷ୍ଟି କରିବାକୁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଫଳରେ ରାଜ୍ୟରେ ଭୋଟ ବୁଥ୍ ସଂଖ୍ୟା ୩୭୬୦୬ରୁ ୩୭୮୦୯କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story