ଅବକାରୀ ମାମଲାର ଶୁଣାଣି ପାଇଁ ୧୧ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ୧୧ଟି ରାଜସ୍ୱ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜଙ୍କ କୋର୍ଟରେ ଏହି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Judgment

Representative image

Ordigital Desk
  • Published: Saturday, 16 September 2023
  • Updated: 16 September 2023, 09:55 PM IST

Sports

Latest News

ରାଜ୍ୟରେ ଚୋରା ମଦ, ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଉଥିବାରୁ ଅବକାରୀ ମାମଲାର ବିଚାର ପାଇଁ ୧୧ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କରିବ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ୧୧ଟି ରାଜସ୍ୱ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜଙ୍କ କୋର୍ଟରେ ଏହି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Also Read

ବିଜ୍ଞପ୍ତି ଅନୁସାରେ ଏହି ସବୁ ସ୍ୱତନ୍ତ୍ର କୋର୍ଟରେ ଅବକାରୀ ଅପରାଧ ମାମଲାର ବିଚାର ହେବ । କିନ୍ତୁ ଯେଉଁ ଅବକାରୀ ଅପରାଧରେ ୩ବର୍ଷ ବା ୩ରୁ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ୧୦ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟର ପ୍ରାବଧାନ ଥିବ ସେହି ମାମଲାଗୁଡ଼ିକ ଏହି ସ୍ୱତନ୍ତ୍ର କୋର୍ଟରେ ବିଚାର ହୋଇପାରିବ ନାହିଁ । ଅବକାରୀ  ଅପରାଧ ପାଇଁ ସମ୍ବଲପୁର, ଗଜପତି, ଢେଙ୍କାନାଳ, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର, କଳାହାଣ୍ଡି, ଯାଜପୁର, ଗଞ୍ଜାମ,ବଲାଙ୍ଗୀର ଓ ବରଗଡ଼ ରାଜସ୍ୱ ଜିଲ୍ଲାଗୁଡ଼ିକରେ ଥିବା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟଗୁଡ଼ିକରେ ଏହି ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କରିବ । ଏସବୁ ସ୍ୱତନ୍ତ୍ର କୋର୍ଟ ସମ୍ପୃକ୍ତ ରାଜସ୍ୱ ଜିଲ୍ଲାର ମାମଲାର ହିଁ ବିଚାର କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story