Advertisment

ବ୍ୟାପୁଛି ଝାଡ଼ାବାନ୍ତି, ୮ ଆକ୍ରାନ୍ତ

ଚାରିଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୪ଜଣ ଚିକିତ୍ସାଧୀନ ଅଛନ୍ତି।

ଅଦ୍ୟତନ ହୋଇଛି
Hospital

Hospital

Advertisment

ଗଞ୍ଜାମଜିଲ୍ଲା ଭଞ୍ଜନଗର ବଡ଼କୋଦଣ୍ଡା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଗତ ୩ ଦିନରେ ଗାଁର ୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚାରିଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୪ଜଣ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ପାଣି ନମୁନା ସଂଗ୍ରହ କରିବା ସହ ଘର ଘର ବୁଲି ଔଷଧ ଓ ଓଆରଏସ ଦେଉଛି।

Advertisment

ବୋରୱେଲ ଯୋଗେ ଆସୁଥିବା ନଦୀର ପାଣିକୁ ଲୋକେ ବ୍ୟବହାର କରିବା ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡାକ୍ତରୀ ଟିମ ଗଠନ କରାଯାଇ ଜଳ ନମୁମା ସଂଗ୍ରହ ପାଇଁ ନିର୍ଦ୍ଧେଶ ଦିଆଯାଇଥିବା ଉପଖଣ୍ଡ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe