ସୁଧ ସହ ପେନସନ ଫେରାଇବେ ଓ-ହବ୍ ମୁଖ୍ୟ

କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଚୁକ୍ତିଭିତ୍ତିକ ଚାକିରିରେ ନେଇଥିଲେ ପେନସନ୍ ।

Manoj Swain
  • Published: Friday, 12 July 2024
  • Updated: 12 July 2024, 11:58 AM IST

Sports

Latest News

ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ପେନସନ ଟଙ୍କା ଫେରାଇବାକୁ ପଡ଼ିବ । କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଚୁକ୍ତିଭିତ୍ତିକ ଚାକିରିରେ ନେଇଥିଲେ ପେନସନ୍ । ଦୁଇ ବର୍ଷ ହେଲା ନେଇଥିବା ମାସିକ ପେନସନକୁ 3% ସୁଧ ସହ ଫେରାଇବାକୁ ନିର୍ଦ୍ଦେଶ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos