ହିମାଚଳ ଭଳି ଓଡ଼ିଶାରେ ସଚଳ ହେବ କି `ସାଟ୍’? | Odisha Reporter
ରାଜ୍ୟ ସରକାରୀ କର୍ମଚାରୀଙ୍କ ଚାକିରି ଜନିତ ସମସ୍ୟାର ଶୁଣାଣି ପାଇଁ 1985ରେ ସଂସଦରେ ପ୍ରଣୀତ ଏକ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରାଇବ୍ୟୁନାଲ ଗଢ଼ାଯାଇଥିଲା। ଭୁବନେଶ୍ବରରେ ମୁଖ୍ୟ ବେଞ୍ଚ ଥିବାବେଳେ କଟକରେ ରେଗୁଲାର ବେଂଚ୍, ବ୍ରହ୍ମପୁର ଓ ସମ୍ବଲପୁରରେ ସର୍କିଟ୍ ବେଂଚ୍ ପ୍ରତିଷ୍ଠା ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
