Advertisment

ହିମାଚଳ ପ୍ରଦେଶ ଭଳି ଓଡ଼ିଶାରେ ପୁଣିଥରେ ସଚଳ ହେବ କି ସାଟ୍ ?

ରାଜ୍ୟ ସରକାରୀ କର୍ମଚାରୀଙ୍କ ଚାକିରି ଜନିତ ସମସ୍ୟାର ଶୁଣାଣି ପାଇଁ 1985ରେ ସଂସଦରେ ପ୍ରଣୀତ ଏକ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରାଇବ୍ୟୁନାଲ ଗଢ଼ାଯାଇଥିଲା।

Advertisment

ରାଜ୍ୟ ସରକାରୀ କର୍ମଚାରୀଙ୍କ ଚାକିରି ଜନିତ ସମସ୍ୟାର ଶୁଣାଣି ପାଇଁ 1985ରେ ସଂସଦରେ ପ୍ରଣୀତ ଏକ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରାଇବ୍ୟୁନାଲ ଗଢ଼ାଯାଇଥିଲା। ଭୁବନେଶ୍ବରରେ ମୁଖ୍ୟ ବେଞ୍ଚ ଥିବାବେଳେ କଟକରେ ରେଗୁଲାର ବେଂଚ୍, ବ୍ରହ୍ମପୁର ଓ ସମ୍ବଲପୁରରେ ସର୍କିଟ୍ ବେଂଚ୍ ପ୍ରତିଷ୍ଠା ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe