Advertisment

ୱାୟନାଡ୍ ଅପରେସନ୍ ସାରି ଫେରିଲା 'ଷ୍ଟର୍ମ'; ମାଟି ତଳୁ ଖୋଜି ଆଣିଲା ୧୨ ଶବ

ୱାୟନାଡ୍ ଅପରେସନ୍ ସାରି ଫେରିଲା ଷ୍ଟର୍ମ ।

Advertisment

'ଷ୍ଟର୍ମ' ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି। ଯେଉଁଠି ମଣିଷ ପାରିଲାନି, ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍ ମାରିଲା ସେଇଠି ସଫଳତାର ଅପରେସନ୍ ସାରି ଫେରି ଆସିଛି ଷ୍ଟର୍ମ। ଜୁଲାଇ ୩୦ ରାତିରେ ୱାୟନାଡରେ ଭୟଙ୍କର ଭୂସ୍ଖଳନ ପରେ ମାଟିତଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ଷ୍ଟର୍ମ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Wayanad Landslide Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe