କେମିତି ଭରିବେ ସୁଭଦ୍ରା ଫର୍ମ ?

ରାଜ୍ୟରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ଏବେ ରାଜ୍ୟବ୍ୟାପୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି ।

Manoj Swain
  • Published: Friday, 06 September 2024
  • Updated: 06 September 2024, 01:57 PM IST

Sports

Latest News

ରାଜ୍ୟରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ଏବେ ରାଜ୍ୟବ୍ୟାପୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ତେବେ ଆଧାର କାର୍ଡରେ ଏହି ସବୁ ସମସ୍ୟା ରହିଛି କି ? ମୋବାଇଲ ନମ୍ବର ଲିଙ୍କ ହୋଇନି କିମ୍ବା ସ୍ୱାମୀ ଓ ପିତାଙ୍କ ନାଁ ନାହିଁ କି ? ତଥାପି ଭରି ପାରିବେ ସୁଭଦ୍ରା ଫର୍ମ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos