ଆଧାରରେ ନାହିଁ କି ବାପା କିମ୍ବା ସ୍ୱାମୀଙ୍କ ନାଁ ? ଦେଖନ୍ତୁ ଭିଡିଓ..| Aadhar Card Correction |Odisha Reporter
Advertisment
ରାଜ୍ୟରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ଏବେ ରାଜ୍ୟବ୍ୟାପୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ତେବେ ଆଧାର କାର୍ଡରେ ଏହି ସବୁ ସମସ୍ୟା ରହିଛି କି ? ମୋବାଇଲ ନମ୍ବର ଲିଙ୍କ ହୋଇନି କିମ୍ବା ସ୍ୱାମୀ ଓ ପିତାଙ୍କ ନାଁ ନାହିଁ କି ? ତଥାପି ଭରି ପାରିବେ ସୁଭଦ୍ରା ଫର୍ମ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us